The Ultimate Managed Hosting Platform
ADVERTISEMENT

ଡିସିପି ଅଫିସକୁ କଂଗ୍ରେସର ଟାର୍ଗେଟ୍‌; କର୍ମୀ ଓ ପୋଲିସ୍ ମୁହାଁମୁହିଁ,

Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀର ପୋଲିସ ମାନଙ୍କ ଅତ୍ୟାଚାର ଅସହ୍ୟ ହୋଇ ପଡ଼ିଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନବହିସ୍କାର ଦାବୀକରି ପ୍ରତିବାଦ କରିିବା ବେଳେ, ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ କଂଗ୍ରେସ ଭବନରେ ପଶି କର୍ମୀ ମାନଙ୍କୁ ପିଟିଥିଲା । ସେହି ଅଭିଯୋଗରେ ଆଜି କଂଗ୍ରେସ କର୍ମୀମାନେ ଡିସିପି ଅଫିସ୍ ଆଗରେ ଗଣ ଧାରଣା ଦେଇଛି ।

ପୋଲିସର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଯୋରଦାର ପ୍ରତିବାଦ କରିଛି କଂଗ୍ରେସ । ଏନେଇ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବୀ କରିଛି । ତେବେ ଗଣ ଧାରଣା ଦେବା ପରେ ଛାତ୍ର କଂଗ୍ରେସ କର୍ମୀ ଡ଼ିସିପି ଅଫିସ୍ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲା ବେଳେ, ଛାତ୍ର କଂଗ୍ରେସ ଓ ପୋଲିସ୍ ମୁହାଁ ମୁହିଁ ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login