The Ultimate Managed Hosting Platform
ADVERTISEMENT

ଶ୍ରୀନଗରରେ ଏନକାଉଣ୍ଟର ଜାରି; ଜଣେ ଲସ୍କର ଆତଙ୍କବାଦୀ ନିପାତ

Facebook
Twitter
LinkedIn

ଶ୍ରୀନଗର: ଭାରତୀୟ ସେନାର ବସ୍ ଉପରକୁ ଆତଙ୍କବାଦୀ ଅକ୍ରମଣ ପରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ସେମାବାର ସନ୍ଧ୍ୟା ସମୟରେ ଭାରତୀୟ ସେନାବଳ ଏକ ବସ୍ ଯୋଗେ ଯାଉଥିତବା ବେଳେ କିଛି ଅତଙ୍କବାରଦୀ ବାଇକରେ ଆସି ଅଚାନକ ବସ୍ ଉପରକୁ ଗୁଳିଭାଡ଼ କରିଥିଲେ । ଫଳରେ ଘଟଣା ସ୍ଥଳରେ ୨ପୋଲିସ୍ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରମାନଙ୍କୂୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯା ଇଥିଲା । ସେମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ଅନ୍ୟ ଜଣେ ମଧ୍ୟ ପ୍ରାଣ ହରାଇଥିବା ସୂଚନା ରହିଛି ।

ତେବେ ଏହି ଘଟଣାରେ ପୁଂଛ ଇଲାକାରେ ସର୍ଚ୍ଚ ଅପରେସନ୍ ବେଳେ ;ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟରରେ ଜଣେ ଲସ୍କର-ଏ-କୋୟବାର ଆତଙ୍କବାଦୀ ପ୍ରାଣ ହରାଇଛି । ସେଠାରେ ଆହୁରି ମଧ୍ୟ ୨ ରୁ ୩ ଜଣ ଅତଙ୍କବାଦୀ ଲୁଚି ରହିିଥିବା ନେଇ ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଅତଙ୍କବାଦୀଙ୍କୁ ନିପାତ କରିବାକୁ ଟାର୍ଗେଟ କରିଛି ଭାରତୀୟ ସେନାର ୧୬ ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ଟିମ୍‌ର ମିଳିତ ଶକ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login