ଭୁବନେଶ୍ୱର : ଅଧିକାରୀଙ୍କ ଶିରା ଶିରାରେ ଦୁର୍ନୀତି । ଆକ୍ସନ ମୁଡରେ ଭିଜିଲାନ୍ସ । ଜାନୁଆରୀ ୨୦୨୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ଦୁର୍ନୀତି ମାମଲାରେ ହୋଇଛି ଦଣ୍ଡ ବିଧାନ । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି ସରକାର । ସରକାରୀ କୋଷାଗାରରେ ୩୨ ଲକ୍ଷ ୫୦ ହଜାର ୮୪୪ ଟଙ୍କା ହୋଇଛି ଜମା । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ।
Views: 23











