The Ultimate Managed Hosting Platform
ADVERTISEMENT

ପଦ୍ମ ଧରିବେ ଅନନ୍ତଙ୍କ ପୁଅ ଅଭିଜିତ

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିରେ ମିଶିବେ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ । ଏ ନେଇ ସୂଚନା ଦେଲେ ଅଭିଜିତ ଦାସ । ଅଭିଜିତ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି ଅଭିଜିତ । ବିଜେପିର କିଛି ଟାଣୁଆ ନେତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଖୁବଶୀଘ୍ର ବିଜେପିରେ ସାମିଲ ହେବେ କହିଲେ ଅଭିଜିତ ଦାସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login