ମାଲକାନଗିରି : ଅପରେସନ ବ୍ଲାକ ଫରେଷ୍ଟ-୨ର ସଫଳତା । ତେଲଙ୍ଗାନାରେ ୨ ଦୁର୍ଦ୍ଦାନ୍ତ ମାଓନେତାଙ୍କ ଆତ୍ମସମର୍ପଣ ସୂଚନା । ସେଣ୍ଟ୍ରାଲ କମିଟି ମେମ୍ବର ଦେବଜୀ ଓ ରାଜିରେଡ୍ଡୀର ଆତ୍ମସମର୍ପଣ । ୨ ଦୁର୍ଦ୍ଦାନ୍ତ ମାଓନେତାଙ୍କ ସମେତ ୧୮ ମାଓବାଦୀଙ୍କ ଆତ୍ମସମର୍ପଣ । କେରାଗୁଟ୍ଟା ଜଙ୍ଗଲରେ ଅପରେସନ ବ୍ଲାକ ଫରେଷ୍ଟ-୨ ଜାରି । ଜଙ୍ଗଲରେ ଅସୁରକ୍ଷିତ ମଣିବାରୁ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ ।
Views: 22











