ଭୁବନେଶ୍ୱର : ବିଧାନସଭା ଚଳାଇବା ପାଇଁ ସରକାରୀ ଦଳ ଇଚ୍ଛା ପ୍ରକାଶ କରୁନି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ ନୁହେଁ । ମୁକାବିଲା ପାଇଁ ପ୍ରସ୍ତୁତ ନ ଥିବାରୁ ପଛଘୁଞ୍ଚା ଦେଉଛନ୍ତି । ଚାଷୀମାନଙ୍କ ସମସ୍ୟା ନେଇ ସରକାର କିଛି କରୁନାହାନ୍ତି । ସାରା ବିଶ୍ୱରେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି ।
Views: 14











