The Ultimate Managed Hosting Platform
ADVERTISEMENT

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ; ଘଟଣା ସ୍ଥଳକୁ ଆସୁନି ପୋଲିସ

Facebook
Twitter
LinkedIn

ସାଲେପୁର: କଟକ ଜିଲ୍ଲା କିଶନନଗର କାଳିକାପୁର ନିକଟରେ ମହାନଦୀରେ ଭାସୁଛି ଏକ ମୃତଦେହ । ଦୁଇ ଦିନ ହେବ ଏହି ଅଜଣା ବ୍ୟକ୍ତିର ମୃତ ଦେହ ମହାନଦୀରେ ଭାସୁଥିବାର ନଜର ଆସିଛି । ସେଠାରେ ସ୍ଥାନୀୟ ଲୋକ ମାନେ ମୃତ ଦେହ ଭାସୁଥିବାର ଦେଖି ବାଉଁସ ଦ୍ୱାରା ଅଟକାଇଛନ୍ତି । ଏନେଇ ସ୍ଥାନୀୟ ଲୋକେ କିଶନନଗର ଥାନା ପୋଲିସକୁ ଖବର ମଧ୍ୟ ଦେଇଥିଲେ । ମାତ୍ର ଘଟଣାକୁ ୨ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା କୁହାଯାଇଛି । ସ୍ଥାନୀୟ ଲୋକ କହିବା ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କଲେ ଘଟଣାର ପ୍ରକୃତ କାରଣ ଜଣାପଡିବ । ହେଲେ ପୋଲିସରେ ଖବର ଦିଆଯା ଇଥିବା ସତ୍ତ୍ୱେ ଏହି ଘଟଣାକୁ ଗରୁତ୍ୱ ଦେଉନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login