ଯାଜପୁର : ଚାଲାଣ ବେଳେ ୧ କ୍ୱିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ । କୁଆଖିଆ-ପାଣିକୋଇଲି ରାସ୍ତା ମଝିରେ ଅବକାରୀ ଦ୍ୱାରା ଜବତ । ବୈାଦ୍ଧରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡିଲା । ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ଆନନ୍ଦ ଭୋଇ ଓ ଅନୁଗୁଳ ଜିଲ୍ଲାର ଅନୀଲ ବେହେରା । ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଲାଣ କରୁଥିଲେ ।
Views: 54











