ଗୁଣପୁର : ବିଦ୍ୟୁତ ଖୁଣ୍ଟକୁ ପିଟିଲା ବାଇକ । ୨ ସମ୍ପର୍କୀୟ ଭାଇଙ୍କ ଚାଲିଗଲା ଜୀବନ । ନିମାପଡା ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଛି । କାମ ସାରି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଭାଇ ହେଲେ ଗୁଡାରି ବ୍ଲକ ନିଲାଗୁଡା ଗାଁର ମୁନା କିମ୍ବାକା ଓ କ୍ରିଷ୍ଣା କିମ୍ବାକା । ଗୁଣୁପୁର ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
Views: 27











