The Ultimate Managed Hosting Platform
ADVERTISEMENT

Attack on police : ପୋଲିସକୁ ଆକ୍ରମଣ : ୩୦ ଅଟକ

Facebook
Twitter
LinkedIn

ବାଲେଶ୍ୱର : ପୋଲିସ ଉପରକୁ ଟେକା ମାଡ ଘଟଣାରେ ୩୦ରୁ ଉଦ୍ଧ୍ୱର୍ ଅଟକ । ଅର୍ଡର ବଜାର ବସ୍ତିରୁ ୩୦ରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ଉଠାଇନେଲା ପୋଲିସ । କାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ । କାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ । କାଲି ୬୮ ଗ୍ରାମ ବ୍ରାଉନସୁଗାର ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ରେଡ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login