ଛତିଶଗଡ : ଛତିଶଗଡ ବସ୍ତରରେ ୬୩ ନକ୍ସଲଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୮ ଜଣ ୱାଣ୍ଟେଡ । ଏମାନଙ୍କ ମୁମ୍ଡ ଉପରେ ୧ କୋଟି ୧୯ ଲକ୍ଷର ଥିଲା ପୁରସ୍କାର ରାଶି । ତେବେ ଗତ କିଛି ଦିନଧରି ମାଓବାଦୀ ମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ।
Views: 37











