କଟକ : କୋର୍ଟ ପରିସରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ବୋମା ଧମକ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଅଧିକ ସାଢେ ୩ ପ୍ଲାଟୁନ ସଶସ୍ତ୍ର ବାହିନୀ ମୁତୟନ । ହାଇକୋର୍ଟ ଓ ଜିଲ୍ଲା ଜଜ କୋର୍ଟରେ ଲାଗିଲା ଅଧିକ ମେଟାଲ ଡିଟେକ୍ଟର । ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ କଡାକଡି ଚେକିଂ ।
Views: 31











