The Ultimate Managed Hosting Platform
ADVERTISEMENT

25 cities below 10 degrees Celsius : ୧୦ ଡିଗ୍ରୀ ତଳେ ୨୫ ସହର

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି । ୧୦ ଡିଗ୍ରୀ ତଳେ ୨୫ ସହରର ତାପମାତ୍ରା । ୨.୬ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ତୃତୀୟରେ ରାଉରକେଲା ରେକର୍ଡ କରିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ୫ ଡିଗ୍ରୀ ତଳେ ୬ ସହର । ସେହିପରି ୮ ଡିଗ୍ରୀ ତଳେ ୭ ସହରର ତାପମାତ୍ରା । ମାଇନସ ୧ ଡିଗ୍ରୀକୁ ଖସିଛି ଶିମିଳିପାଳ ତାପମାତ୍ରା । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀରେ ତାପମାତ୍ରା ଥିବା ବେଳେ ଆଜି ମାଇନସ୍ ୧ ଡିଗ୍ରୀକୁ ଖସିଛି । ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ରାଜଧାନୀରେ ପାରଦ ପୁଣି ୯ ଡିଗ୍ରୀ ଛୁଇଁଛି । ୯.୪ ଡିଗ୍ରୀ ସହ ୧୯୫୨ ମସିହାର ରାତ୍ରି ତାପମାତ୍ରାକୁ ଦୋହରାଇଛି ରାଜଧାନୀ । କଟକରେ ୯ ଡିଗ୍ରୀ ତଳକୁ ଖସିଛି ପାରଦ । କଟକରେ ୮.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login