ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ ସମ୍ପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭେନେଜୁଏଲାର ଅନ୍ତରୀଣ କର୍ତ୍ତୃପକ୍ଷ ଆମେରିକାକୁ ୩୦ ରୁ ୫୦ ମିଲିୟନ ବାରେଲ୍ ତେଲ ହସ୍ତାନ୍ତର କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଘଟଣା ବିଶ୍ୱ ରାଜନୀତି ଏବଂ ଅର୍ଥନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି । ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହା ଉଲ୍ଲେଖ କରିଛନ୍ତି । ଟ୍ରମ୍ପ ଲେଖିଛନ୍ତି, ଏହି ଉଚ୍ଚମାନର ତେଲକୁ ବଜାର ଦରରେ ବିକ୍ରି କରାଯିବ । ଏହି ବିକ୍ରିରୁ ମିଳିବାକୁ ଥିବା କୋଟି କୋଟି ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ନିୟନ୍ତ୍ରଣରେ ରହିବ । ଏହି ଅର୍ଥ ମୋ ଦ୍ୱାରା ନିୟନ୍ତ୍ରିତ ହେ ବ। ଯାହା ଦ୍ୱାରା ଏହା ଭେନେଜୁଏଲା ଏବଂ ଆମେରିକା ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଇପାରିବ । ଏହି ଯୋଜନାକୁ ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁ ଟ୍ରମ୍ପ ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ଦାୟିତ୍ୱ ଦେଇଛନ୍ତି ।
50 million barrels of oil from venezuela :ଭେନେଜୁଏଲାରୁ ଆମେରିକା ଆସିବ ୫୦ ମିଲିୟନ ତେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







