ଭେନେଜୁଏଲା : ଭେନେଜୁଏଲା ରାଜଧାନୀ କାରାକାସରେ ପୁଣି ଗୁଳିମାଡ଼ । କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ଼ ହୋଇଛି । ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାଷ୍ଟ୍ରପତିଙ୍କ ଗିରଫଦାରୀ ପରେ ରାଷ୍ଟ୍ରପତି ଭବନ ଏବଂ ଆଖପାଖ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଭେନେଜୁଏଲାର ରାଜଧାନୀ କାରାକାସରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ରାଷ୍ଟ୍ରପତି ଭବନ ନିକଟରେ ଉଡୁଥିବା ସେହି ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ରାଷ୍ଟ୍ରପତି ଗିରଫ ହେବା ପରେ ସଶସ୍ତ୍ର ଯାନ ଓ ସାମରିକ କର୍ମଚାରୀମାନେ ରାଷ୍ଟ୍ରପତି ଭବନକୁ ଘେରି ରହିଛନ୍ତି । ତେବେ ସରକାର ପରିସରରେ ଡ୍ରୋନ୍ର ଉପସ୍ଥିତିକୁ ତୀବ୍ର ନିନ୍ଦା କରିଛନ୍ତି । କେନ୍ଦ୍ରୀୟ କାରାକାସର ମିରାଫ୍ଲୋରେସ୍ ପ୍ୟାଲେସ୍ ଉପରେ ଅଜ୍ଞାତ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା । ରାଷ୍ଟ୍ରପତି ଭବନ ଚାରିପାଖରେ ଥିବା ଅଞ୍ଚଳ ସମେତ କାରାକାସର ଅନେକ ଅଞ୍ଚଳରେ ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ ପ୍ରବଳ ଗୁଳିକାଣ୍ଡ ଶୁଣାଯାଇଥିଲା ।
Gunfire erupts near Venezuela presidential palace : ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







