ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସିଗାରେଟ ଜବତ । ଏହି ଘଟଣାରେ ୮ ଜଣ ଅଟକ ରହିଛନ୍ତି । ୫ଜଣ ଉତ୍ତରପ୍ରଦେଶ ରାମପୁରର ଓ ୩ ଜଣ ଦିଲ୍ଲ ଯାତ୍ରୀ । ବେଆଇନ ସିଗାର ଓ ସିଗାରେଟ ଜବତ କଲା ଡିଆରଆଇ ଓ କଷ୍ଟମ ବିଭାଗ । ୨୫ଟି ସିଗାରେଟ ପ୍ୟାକେଟ ଓ ୪୦୦୦ ପିସ ସିଗାର ଜବତ ହୋଇଛି । ଜବତ ସିଗାର ଓ ସିଗାରେଟର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ସେମାନଙ୍କ ବ୍ୟାଗରୁ ୨୫୦ରୁ ଅଧିକ ସିଗରେଟ୍ ଜବତ ହୋଇଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ ।
Views: 57











