The Ultimate Managed Hosting Platform
ADVERTISEMENT

Pilgrim bus hit by electric pole ; ବିଦ୍ୟୁତ ଖୁଣ୍ଟରେ ପିଟିହେଲା ତୀର୍ଥଯାତ୍ରୀ ବସ , ଅଧାରେ ରହିଲା ଜଗା ଦର୍ଶନ

Facebook
Twitter
LinkedIn

ଭୁବନେଶ୍ୱର : ଅଧାରେ ରହିଗଲା ଜଗା ଦର୍ଶନ । ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଗଲା ତୀର୍ଥଯାତ୍ରୀ ବସ୍ । ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ପିପିଲି ତେଇଶିପୁର ଛକ ନିକଟରେ ଵସ ଦୁର୍ଘଟଣା । ଦୁର୍ଘଟଣାରେ ୬ରୁ ଅଧିକ ଆହତ, ଜଣେ ଗୁରୁତର । ବସଟି ୨୦ରୁ ଅଧିିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ପୁରୀ ଯାଉଥିବାବେଳେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ସମସ୍ତ ତୀର୍ଥ ଯାତ୍ରୀ ମଧ୍ୟପ୍ରଦେଶର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login