ଯାଜପୁର : କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ବବି ଦାସ । ୧୫ରୁ ୧୭ ବର୍ଷ ଭିତରେ କୋରେଇରେ ସମସ୍ତଙ୍କୁ ସୁଯୋଗ ମିଳିଛି । ସୁଯୋଗ ପାଇ ସାରିବା ପରେ କୋରେଇକୁ ଛାଡି ପଳାଇଛନ୍ତି । ଏହା ଏପରି ଦ୍ୱନ୍ଦ ସୃଷ୍ଟି କରିଛି , ଯଦ୍ୱାରା ଅବିଶ୍ୱାସର ବାତାବରଣ ,ବଢି ଯାଇଛି । ଅବିଶ୍ୱାସର ବାତାବରଣ ଭାଙ୍ଗିବା ପାଇଁ ଆମେ ଏଭଳି ଏକାଠି ହେବୁ । ବ୍ୟାସନଗର ପୈାଚାଞ୍ଚଳର ଯୋଡାବର ବନ୍ଧୁମିଳନରେ ଏପରି କହିଲେ ବବି । ୧୫ରୁ ୧୭ ବର୍ଷ ଭିତରେ ପ୍ରିତି ଘଡାଇ , ଆକାଶ, ଅଶୋକ ବଳ ନିର୍ବାଚିତ ହୋଇଥିଲେ ।
ଅନ୍ୟପଟେ ବବିଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ । କେଉଁ ପରିପ୍ରେକ୍ଷୀରେ ସେ କହିଛନ୍ତି ମୁଁ ଜାଣି ନାହିଁ । କୋରେଇରୁ ପ୍ରଫୁଲ୍ଲ ଘଡାଇ, ଅଶୋକ ଦାସ, ସଞ୍ଚôତା ମହାନ୍ତି ଜିତିଥିଲେ । ଅଶୋକ ବଳ, ଆକାଶ ଦାସ ନାୟକ ବିଧାୟକ ନିର୍ବାଚିତ ହୋଇଛନ୍ତି । କୋରେଇରେ ଯେଉଁମାନେ ଥିଲେ ସମସ୍ତେ ଅଛନ୍ତି , କେହି କୁଆଡେ ଯାଇ ନାହାନ୍ତି । ଯାଜପୁର ଜିଲ୍ଲା ନୁହେଁ ପୂରା ରାଜ୍ୟରେ ସବୁ ବିଜେଡି ନେତା ଅଛନ୍ତି ।
Babi targets former MLAs in Korei ; କୋରେଇରୁ ଜିତିଲେ , ଭୁଲିଗଲେ ; ବବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











