ବାଂଲାଦେଶ : ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା । ମୃତ ହିନ୍ଦୁ ବ୍ୟବସାୟୀ ହେଲେ ଖୋକନ ଦାସ । ଗତ ୧ ତାରିଖରେ ଛୁରି ଭୁସି ନିଆଁ ଲଗାଇ ଦେଇଥିଲେ । ଢାକାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା । ବାଂଲାଦେଶ ହିଂସାରେ ଚତୁର୍ଥ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା । ପୂର୍ବରୁ ଦୀପୁ ଦାସ, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ୱାସ ପ୍ରାଣ ହରାଇଥିଲେ । ବାଂଲାଦେଶରେ ହିଂସା ଆରମ୍ଭ ହେବା ପରଠାରୁ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମୁସଲିମ୍ମାନେ ତାଙ୍କୁ ଟାର୍ଗେଟ କର ଆକ୍ରମଣ କରୁଛନ୍ତି। ଡିସେମ୍ବର ୨୦୨୫ରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ କରିଥିଲା, ଯାହା ଫଳରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା।
Views: 51











