The Ultimate Managed Hosting Platform
ADVERTISEMENT

ଆଜି ଆକାଶରେ ଦେଖାଦେବ ସୁପର ମୁନ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଆକାଶରେ ଦେଖାଦେବ ସୁପରମନ । ନୂଆବର୍ଷର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଆକାଶରେ ଦୃଶ୍ୟମାନ ହେବ । ଚନ୍ଦ୍ର ନିଜ କକ୍ଷପଥରେ ପୃଥିବୀର ସବୁଠୁ ନିକଟତର ହେବ । ଏହା ନିଜ ଆକାରରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ବଳ ଦେଖାଦେବ । ଚନ୍ଦ୍ର ପୃଥିବୀର ନିକଟତର ଏବଂ ପୂର୍ଣ୍ଣ ଅବସ୍ଥାରେ ଥିବା ଯୋଗୁ ଏଭଳି ଘଟଣା ଘଟିଥାଏ । ପ୍ରାଚୀନ କାଳରେ ଜାନୁୟାରୀରେ ପଡୁଥିବା ପୂର୍ଣ୍ଣମୀରେ ଗଧିଆମାନେ ବହୁତ ବୋବାଉଥିଲେ । ତେଣୁ ଏହାକୁ ଉଲ୍ଫ ମୁନ୍ କୁହାଯାଏ ।ଭାରତରେ ଏହି ମହାଜାଗତିକ ଦୃଶ୍ୟ ସନ୍ଧ୍ୟା ୬ରୁ ୭ଟା ଭିତରେ ଆରମ୍ଭ ହେବ। ବୈଜ୍ଞାନିକ ଭାଷାରେ ଏହାକୁ ମୁନ ଇଲ୍ୟୁଜନ କୁହାଯାଏ, ଯେଉଁଠି ଚନ୍ଦ୍ର ଅପେକ୍ଷାକୃତ ଅଧିକ ବଡ଼ ଦେଖାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login