The Ultimate Managed Hosting Platform
ADVERTISEMENT

ଉଚ୍ଚଶିକ୍ଷା ପାଇଁ ଓଡିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଉଚ୍ଚଶିକ୍ଷା ପାଇଁ ଓଡିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ । ଅଧିକ ବିଦେଶୀ ଛାତ୍ର ପଢୁଥିବା ୧୦ଟି ରାଜ୍ୟ ତାଲିକାରେ ଓଡିଶା । ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଉତ୍ସାହଜନକ ତଥ୍ୟ । ୨୦୨୧-୨୨ରେ ୨୩୨୦ ବିଦେଶୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ଓଡିଶା ଆସିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକୋତ୍ତର , ପିଏଚଡିରେ ନାମ ଲେଖାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login