ରାଇରଙ୍ଗପୁର : ବସ ଧକ୍କାରେ ୩ ବାଇକ ଆରୋହୀ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରାଣୀବନ୍ଧ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ତିରିଂ ଅଞ୍ଚଳର ହୋଇଥିବା ସୂଚନା ରହିଛି । ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଏକ ମୃତଦେହ ବସ ଚକ ତଳେ ଫସି ରହିଛି । ଉଦ୍ଧାର ଉଦ୍ୟମ ଜାରି ରହିଛି ।
Views: 69











