The Ultimate Managed Hosting Platform
ADVERTISEMENT

ଏଟିଏମ ତାଡି ନେଇଗଲେ ଦୁର୍ବୁତ୍ତ

Facebook
Twitter
LinkedIn

ଯାଜପୁର : ଏଟିଏମ ମେସିନ ତାଡି ନେଇଗଲେ ଦୁର୍ବୁତ୍ତ । ବିଞ୍ଝାରପୁର ଥାନା ମଇନ୍ଦା ଛକ ନିକଟ ଏଟିଏମ ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ କରୁଛି । ବିଞ୍ଝାରପୁର ପୋଲିସ ତଦନ୍ତ କରି ବିଲରୁ ଖାଲି ଏଟିଏମ୍ ମେସିନକୁ ଉଦ୍ଧାର କରିଛି । ସେପଟେ ବ୍ୟାଙ୍କ ସମ୍ମୁଖରୁ ଏକ ଡାଲା ଅଟୋ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login