The Ultimate Managed Hosting Platform
ADVERTISEMENT

ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ

Facebook
Twitter
LinkedIn

କଟକ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଜିତେନ୍ଦ୍ରଙ୍କ ଘରୁ ୭୩ ଲକ୍ଷ କ୍ୟାସ ଓ ପ୍ରାୟ ୩୭ ଲକ୍ଷର ଜମା ଟଙ୍କା ମିଳିଥିଲା । ଭୁବନେଶ୍ୱରରେ ୨ଟି ବହୁତଳ କୋଠା , ୨ ବିଏଚକେ ଫ୍ଲାଟ ଠାବ ହୋଇଥିଲା । ଖୋର୍ଦ୍ଧା ସହରରେ ଗୋଟିଏ କୋଠା , ୪ଟି ପସ୍କଙ୍କ , ୫୬୦ ଗ୍ରାମ ସୁନା ମିଳିଥିଲା । ଏସବିଆଇରେ ରହିଛି ଲକର। ଗୋଟିଏ ଦାମୀ କାର୍, ୧୬ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଠାବ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login