The Ultimate Managed Hosting Platform
ADVERTISEMENT

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର

Facebook
Twitter
LinkedIn

ଭୁବନେଶ୍ୱର : ନୂଆଦଳ ଓ ସମୀକରଣକୁ ନେଇ ମହମ୍ମଦ ମୋକିମଙ୍କ ବଡ ବୟାନ । ବିଜେଡି, ବିଜେପି ଓ କଂଗ୍ରେସକୁ ନେଇ ରଖିଲେ ପ୍ରତିକ୍ରିୟା । ବିଜେଡି ଭିତରେ କନ୍ଦଳ ଲାଗି ରହିଛି , ରାଜ୍ୟସଭା ନିର୍ବାଚନରେ ସ୍ପଷ୍ଟ ହେବ । ଅସନ୍ତୁଷ୍ଟ ନେତା ନୂଆଦଳ ଗଢୁଛନ୍ତି ନା କେବଳ ବୟାନରେ ସୀମିତ ତାକୁ ଅପେକ୍ଷା ରହିଛି । କଂଗ୍ରେସର ବହୁ ଉତ୍ସାହୀ ବ୍ୟକ୍ତିତ୍ୱ ଦିସାହରା ହୋଇଛନ୍ତି । କଂଗ୍ରେସରୁ ବିଜେପିକୁ ଯାଇଥିବା ନେତା ପଦପଦବୀ ପାଇ ନାହାନ୍ତି । ତେଣୁ ନୂଆ ବର୍ଷ ନୂଆ ସମ୍ଭାବନା ନେଇ ଆସୁ , ସମସ୍ତେ ଚାହାନ୍ତି । ଗୋଟିଏ ପୋଷ୍ଟରରେ ଝିଅ ସୋଫିଆ ସହ ଫଟୋକୁ ନେଇ ରଖିଲେ ପ୍ରତିକ୍ରିୟା । କେହି ଶୁଭେଚ୍ଛୁ ଲଗାଇ ଥାଇ ପାରନ୍ତି , କୈାଣସି ଅସୁବିଧା ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login