The Ultimate Managed Hosting Platform
ADVERTISEMENT

ସୁଜାତାଙ୍କ କଥା ଦଳ ବିଚାର କରିବ ; ଗଣେଶ୍ୱର

Facebook
Twitter
LinkedIn

ଭୁବନେଶ୍ୱର : ସବୁ ଦଳରେ ଝଡ ଅଛି କହିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । କେଉଁଠି ପ୍ରକାଶ ପାଉଛି, କେଉଁଠି ପ୍ରକାଶ ପାଉ ନାହିଁ । ଦଳରେ କୈାଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଏ । ସୁଜାତା ଯଦି ଆସିବେ ଦଳ ବିଚାର କରିବ । ସାମର୍ଥ୍ୟ ଓ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ ଦଳ ବାଛିବ । ନେତା ମାନେ ମେଳି ହେବାରେ ବାଧା ନାହିଁ , ଅଧିକାର ଛଡାଇ ନେଇ ହେବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login