The Ultimate Managed Hosting Platform
ADVERTISEMENT

ପୁଣି ‘ବଦ୍ରି ବାଣ’ ; ହାରିବାର କାରଣ କହିଲେ

Facebook
Twitter
LinkedIn

ଭୁବନେଶ୍ୱର : ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ କୋ’ କୁ ଟାର୍ଗେଟ । ବିଜେଡି ହାରିବାର କାରଣ କହି ଖୋଲା ଟାର୍ଗେଟ କଲେ ବଦ୍ରିପାତ୍ର । ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ଆମ ଦଳ ହାରିଲା । ଏହା କଣ ନବୀନଙ୍କ ଲୋକପ୍ରିୟତା ନୁହେଁ କି ବୋଲି କହିଲେ ବଦ୍ରି । ଲୋକେ ନବୀନଙ୍କୁ ଖୋଜିଲେ , ତାଙ୍କୁ ପାଇଲେ ନାହିଁ । ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ । ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ , ଲୋକେ ଅସନ୍ତୁଷ୍ଟ ହେଲେ । ଲୋକେ ଜଣାଇ ଦେଲେ ନବୀନ ନାହିଁ ତ ଭୋଟ ନାହିଁ । ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ ,ପରାଜୟ ପାଇଁ ସେମାନେ ଦାୟୀ । ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login