ଦିଗପହଣ୍ଡି : କାର ଉପରେ ଓଲଟି ପଡିଲା କାଜୁ ବୋଝେଇ ଟ୍ରକ । କାର ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପାଟପୁରା ଥାନା ତପ୍ତପାଣି ଘାଟି ଖେମୁଣ୍ଡିଖୋଲ ଢାବା ପାଖରେ ଦୁର୍ଘଟଣା ଘଟିଛି । ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପାଟପୁର ପୋଲିସରତଦନ୍ତ ଜାରି ।
Views: 90











