ଭୁବନେଶ୍ୱର : ଆରାବାଳୀ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ନଭେମ୍ବର ୨୦ ତାରିଖ ରାୟ ଉପରେ ଦେଲେ ରହିତାଦେଶ । ପରିବେଶବିତଙ୍କୁ ନେଇ ଏକ କମିଟି ଗଠନ କରି ରିପୋର୍ଟ ପାଇଁ ନିଦେ୍ର୍ଦଶ । ପରିବେଶ ଉପରେ କଣ ପ୍ରଭାବ ପଡିବ ଜଣାଇବାକୁ କହିଲେ ସର୍ବୋଚ୍ଚ କୋର୍ଟ । ବ୍ୟୁରୋକ୍ରାଟ୍ସଙ୍କୁ ନେଇ ଗଠିତ କମିଟି ରିପୋର୍ଟ ଉପରେ ଦେଇଥିଲେ ରାୟ । ଆରାବଳୀ ପର୍ବତମାଳାରେ ଖଣି ଖନନ ସମ୍ଭାବନା ଉପରେ ଲାଗିଲା ରୋକ । ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ । ଆରାବଳୀ ସୁରକ୍ଷାକୁ ନଇ ରାଜସ୍ଥାନରେ ଆନେ୍ଦାଳନ ତୀବ୍ର ହୋଇଥିଲା । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜୁରାଟ ପ ର୍ଯ୍ୟନ୍ତ ବ୍ୟାପିଛି ଆରାବଳୀ ।
Views: 79











