ଭୁବନେଶ୍ୱର : ଭୁବନେଶ୍ୱରରେ ଭାରତର ମୁଖ୍ୟ ନିର୍ବାଚନ କମିଶନର । ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଇସିଆଇ ଜ୍ଞାନେଶ କୁମାର । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଯିବେ ଇସିଆଇ । ୨୮ରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ କରିବେ । ୨୯ ତାରିଖ ଦିନ ସିଇସି ଜ୍ଞାନେଶ କୁମାର ବିଏଲଓ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ। ତେଣୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା ଝଓଜ କୁ ନେଇ ଚର୍ଚ୍ଚା ଜୋର ଧରିଛି।
Views: 44











