The Ultimate Managed Hosting Platform
ADVERTISEMENT

ସୀତାକୁଣ୍ଡରେ ବୁଡିଗଲେ ୨ ଭାଇ

Facebook
Twitter
LinkedIn

ମୟୂରଭଞ୍ଜ : ଶିମିଳିପାଳ ସୀତାକୁଣ୍ଡରେ ବୁଡିଗଲେ ୨ ଭାଇ । ଗାଧୋଇବା ବେଳେ ଘଟିଛି ଅଘଟଣ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ଉଭୟ ଭାଇଙ୍କ ବୟସ ପ୍ରାୟ ୪୦ ବର୍ଷ ହେବା ନେଇ ସୂଚନା ରହିଛି । ପିକନିକ କରିବାକୁ ପରିବାର ସହ ଭଦ୍ରକରୁ ଆସିଥିଲେ । ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login