The Ultimate Managed Hosting Platform
ADVERTISEMENT

ବସ ଜାଳିଦେଲେ ଦୁର୍ବୁତ୍ତ

Facebook
Twitter
LinkedIn

ରାଉରକେଲା : ଯାତ୍ରୀବାହୀ ବସ ଜାଳିଦେଲେ ଦୁର୍ବୁତ୍ତ । ଟାଙ୍ଗାରପାଲି ଥାନା ଅଞ୍ଚଳରେ ବସ କାଚ ଭାଙ୍ଗିବା ସହ ଜାଳିଦେଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି ।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛନ୍ତି । ଏ ନେଇ ବସ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ କୈାଣସି ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କି କରିଥିଲା । କିନ୍ତୁ ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login