ସମ୍ବଲପୁର : ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ ଗିରଫ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କାଲି ରେଡ ବେଳେ ବାବୁଙ୍କ ୧୬ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ବରଗଡ ଓ ସମ୍ବଲପୁରରେ କୋଠାଘର ସହ ଗୋଟିଏ କାର ଠାବ ହୋଇଥିଲା । ତେବେ ଆୟଠୁ ଅଧିକ ସଂପତ୍ତି ଠୁଳ କରିବା ସଂପର୍କରେ ବାସୁଦେବ ଭୋଇ ଭିଜିଲାନସକୁ କୌଣସ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।
Views: 89











