The Ultimate Managed Hosting Platform
ADVERTISEMENT

କମେଡିଆନ ତଥା ୟୁଟ୍ୟୁବର ଗୁଲୁଆଙ୍କୁ ହତ୍ୟା ଧମକ !

Facebook
Twitter
LinkedIn

ଭୁବନେଶ୍ୱର ; ଓଡ଼ିଆ କମେଡିଆନ ତଥା ୟୁଟ୍ୟୁବର ଗୁଲୁଆଙ୍କୁ ହତ୍ୟା ଧମକ ମିଳିଛି । ୫୦ ଲକ୍ଷ ଟଙ୍କା ଦିଅ ନହେଲେ ଛାଡ଼ିବୁନି । ସୋସିଆଲ ମିଡ଼ିଆରେ ବଦନାମ କରିବାକୁ ଗୁଲୁଆଙ୍କୁ ଚେତାବନୀ ଦିଆଯାଇଛି । ମାଡ଼ ମାରିବା ସହ ମିଛ କେସରେ ଫସେଇବାକୁ ଗୁଲୁଆଙ୍କୁ ଧମକ ମିଳିଛି । ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି ଗୁଲୁଆ । ତିନି ଦିନ ହେବ ଖାଇପାରୁନି । ଲୁଚି ଗୋଟେ ଜାଗା ଯାଉଛି ବୋଲି ସୋସିଆଲ ମିଡ଼ିଆରେ ସେ ପୋଷ୍ଟ କରିଛନ୍ତି ।
ସେପଟେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଗୁଲୁଆଙ୍କ ସ୍ତ୍ରୀ ବର୍ଷାଙ୍କ କିଛି ଇନଷ୍ଟା ପୋଷ୍ଟ । ଗୋଟିଏ ପୋଷ୍ଟରେ ବର୍ଷା ଜଣେ ମହାନ କଳାକାରଙ୍କ କଳାକାରନାମାର ପର୍ଦ୍ଦାଫାସ କରିବେ ବୋଲି ଲେଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login