The Ultimate Managed Hosting Platform
ADVERTISEMENT

ରାଜଧାନୀରେ ପ୍ରବଳ କୁହୁଡି

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି । ଭୁବନେଶ୍ୱରରେ ଘନ କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ । ରାଜଧାନୀ ସମେତ କଟକ, ପୁରୀ ଆଦି ସ୍ଥାନରେ ଘନ କୁହୁଡି । ପ୍ରବଳ କୁହୁଡି ପାଇଁ ଦୃଶ୍ୟ ହେଉନାହିଁ ଶ୍ରୀମନ୍ଦିର ପତିତପାବନ ବାନା । ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ନାହିଁ । ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ବି ପ୍ରବଳ କୁହୁଡି । ସକାଳୁ ସକାଳୁ ଟ୍ବିନସିଟିରେ ଘନ କୁହୁଡି ଦେଖାଦେଇଛି । କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୧୦୦ ମିଟର ପର୍ୟ୍ୟନ୍ତ ଜିରୋ ଭିଜିବିଲିଟି ରହିଛି। ଲୋକମାନେ ଲାଇଟ ଜଳାଇ ଯିବାଆସିବା କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login