The Ultimate Managed Hosting Platform
ADVERTISEMENT

ରାସ୍ତାରେ ଧାନ ରଖି ଚାଷୀଙ୍କ ରାସ୍ତାରୋକ

Facebook
Twitter
LinkedIn

ବିନିକା : ମଣ୍ଡିରୁ ଉଠୁନି ଧାନ । ରାସ୍ତାରୋକ କଲେ ଚାଷୀ । ସାରସମାଲ ମଣ୍ଡି ସମ୍ମୁଖରେ ଧାନବସ୍ତା ରଖି ରାସ୍ତାରୋକ । ବିନିକା-ବରପାଲି ମୁଖ୍ୟରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ । ଟୋକନ ଓ ଧାନ ଉଠାଣ ସମସ୍ୟା ଦୂର କରିବାକୁ ଦାବି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗତ ୯ ତାରିଖରେ ସିଲାଟିଠାରେ ଆନୁଷ୍ଠାନିକ ଭାବେ ମଣ୍ଡି ଖୋଲିଛି । କେବଳ ହାତ ଗଣତି ଚାଷୀଙ୍କୁ ଛାଡ଼ିଳେ ଅନ୍ୟମାନଙ୍କୁ ଧାନ ବିକ୍ରି ସମସ୍ୟା । କୁଇଣ୍ଟାଲ କୁଇଣ୍ଟାଲ ଧାନ ଖଳାରେ ଓ ବିଲରେ ଗଦା ହୋଇଛି । ଆଉ ଶୀତ କାକରରେ ଧାନ ଗଦାକୁ ଜଗି ରହିଛି ଚାଷୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login