The Ultimate Managed Hosting Platform
ADVERTISEMENT

ଓଲଟିଲା ବରଯାତ୍ରୀ ଗାଡି ; ୧୦ ଆହତ

Facebook
Twitter
LinkedIn

ବାରିପଦା : ୨୦ ଫୁଟ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ରାସଗୋବିନ୍ଦପୁର ଥାନା ନଳବଜା ନିକଟରେ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login