The Ultimate Managed Hosting Platform
ADVERTISEMENT

PUC ସାର୍ଟିଫିକେଟ ନ ଥିଲେ ମିଳିବନି ତେଲ

Facebook
Twitter
LinkedIn

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ । ଏଣିକି ପିୟୁସି ସାର୍ଟିଫିକେଟ ନ ଦେଖାଇଲେ ଟାଙ୍କିରେ ତେଲ ମିଳିବନି । କେବଳ ଆମ୍ବୁଲାନ୍ସ , ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି । ୱାର୍କ ଫ୍ରମ ହୋମ ନିୟମ ସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ । ୪ ଦିନ ଧରି ଦିଲ୍ଲୀରେ ବାୟୁର କ୍ୱାଲିଟି ୪୦୦ରୁ ଅଧିକ ରହି ଆସିଛି । ନିୟମ ଉଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି। ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login