ଭୁବନେଶ୍ୱର : IPL ନିଲାମ ତାଲିକାରେ ଯୋଡି ହେଲା ୨ ଓଡିଆ କ୍ରିକେଟରଙ୍କ ନାଁ । ୨ ଓଡିଆ କ୍ରିକେଟରଙ୍କୁ ଆଇପିଏଲ ନିଲାମ ତାଲିକାରେ ଯୋଡିଲା ବିସିସିଆଇ । ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡି ହେଲା । ଉଭୟଙ୍କ ବେସ ପ୍ରାଇସ ରହିଛି ୩୦ ଲକ୍ଷ ଟଙ୍କା । ୨ ଓଡିଆ କ୍ରିକେଟରଙ୍କ ସମେତ ମୋଟ ୧୯ ଜଣଙ୍କ ନାଁ ଯୋଡିଲା ବିସିସିଆଇ । ୨୦୨୬ ଆଇପିଏଲ ପାଇଁ ଆଜି ଆବୁଧାବିରେ ହେବ ନିଲାମ । ନିଲାମ ତାଲିକାରେ ଅଛନ୍ତି ମୋଟ ୩୬୯ ଜଣ ଖେଳାଳି ।
Views: 66











