The Ultimate Managed Hosting Platform
ADVERTISEMENT

ପୋଲିସ ହେପାଜତରେ ମୃତ୍ୟୁ !

Facebook
Twitter
LinkedIn

ବାଲୁଗାଁ : ବାଣପୁର ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ । ଚୋରା ମଦ କାରବାର ଅଭିଯୋଗରେ ରାତିରେ ଜଣଙ୍କୁ ଥାନାକୁ ଆଣିଥିଲା । ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣିଥିଲା ବାଣପୁର ପୋଲିସ । ଅସୁସ୍ଥ ହେବାରୁ ସକାଳେ ବାଣପୁର , ପରେ ଭୁବନେଶ୍ୱର ଆଣିଥିଲେ । କ୍ୟାପିଟାଲ ହସ୍ପିଟାଲରେ ପହଁଚିଲା ବେଳକୁ ମୃତ୍ୟୁ ଘଟିଥିବା ସୂଚନା । ପୋଲିସ କଣ ପାଇଁ ଆମ୍ବୁଲାନ୍ସରେ ନ ଆଣି ନିଜ ଭ୍ୟାନରେ ଆଣିଲା ବୋଲି ଉଠିଲା ପ୍ରଶ୍ନ । ପୋଲିସ ମାରି ଦେଇଛି ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login