The Ultimate Managed Hosting Platform
ADVERTISEMENT

ଧାନ ଜମିରେ ଜଳିଗଲେ ଚାଷୀ

Facebook
Twitter
LinkedIn

ପିପିଲି : ସୁନାମୁହିଁ ଗାଁରେ ଧାନ ଜମିରେ ଜଳିଗଲେ ଚାଷୀ । ଜମିରୁ ଚାଷୀଙ୍କ ପୋଡି ଯାଥିବା ମୃତଦେହ ଉଦ୍ଧାର ହୋଇଛି । ଜମିରୁ ଧାନ ଅମଳ ପରେ କୁଟା ଜାଳିବା ବେଳେ ଅଘଟଣ ଘଟିଛି । କୁଟା ଜାଳିବା ବେଳେ ଚାଷୀଙ୍କୁ ଘେରି ଯାଇଥିଲା ନିଆଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login