The Ultimate Managed Hosting Platform
ADVERTISEMENT

ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ ; ଅମାନିଆ ହେଲେ ଆକ୍ସନ

Facebook
Twitter
LinkedIn

ଭୁବନେଶ୍ୱର : ଆନେ୍ଦାଳନରତ ଶିକ୍ଷକଙ୍କୁ ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀଙ୍କ ଚେତାବନୀ । ସବୁ କାମ ପାଇଁ ସମୟ ଲାଗେ, ଅମାନିଆ ହେଲେ ଆକ୍ସନ ନିଆଯିବ । କନିଷ୍ଠ ଶିକ୍ଷକ ମାନେ ଆନେ୍ଦାଳନ ଛାଡି ସ୍କୁଲ ଫେରନ୍ତୁ । ପୂର୍ବ ସରକାରଙ୍କ ସମୟରେ ଯେଉଁ ସୁବିଧା ଦିଆଯାଇନଥିଲା ଆମେ ଦେଇଛୁ । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login