The Ultimate Managed Hosting Platform
ADVERTISEMENT

ଅଜା ଘର ଗାଁରେ ନାତିକୁ ହତ୍ୟା !

Facebook
Twitter
LinkedIn

ପୋଲସରା : ଅଜା ଘର ଗାଁରେ ନାତିର ଜୀବନ ଗଲା । ଅଜା ଘର ଗାଁରେ ନାବାଳକକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । କବି ସୂର୍ଯ୍ୟନଗର ଥାନା ସମନ୍ତରାପୁର ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଘର ପଛପଟୁ ମିଳିଲା ନାବାଳକଙ୍କୁ ମୃତଦେହ । ଘଟଣାସ୍ଥଳରେ ପହଁଚି କବି ସୂର୍ଯ୍ୟନଗର ପୋଲିସରତ ତଦନ୍ତ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login