The Ultimate Managed Hosting Platform
ADVERTISEMENT

୬୮ ଲକ୍ଷର ଧଳାଜହର ସହ ମାଆପୁଅ ଗିରଫ

Facebook
Twitter
LinkedIn

କାମାକ୍ଷାନଗର : ୬୮୦ ଗ୍ରାମ ବ୍ରାଉନସୁଗାର ଜବତ ସହ ମାଆ ପୁଅ ଗିରଫ । ମୁଣ୍ଡି ଦେଉଳି ସାହିରେ ଅବକାରୀ ବିଭାଗର ଚଢାଉ । ଏହାର ମୂଲ୍ୟ ୬୮ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଚଢାଉ ବେଳେ ଅନ୍ୟ ଜଣେ ପୁଅ ଫେରାର ଥିବା ସୂଚନା । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରିଆସୁଥିଲେ। କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟ ବଢି ଚାଲିଥିବା ବେଳେ ବିଶେଷ କରି ଯୁବପିଢିମାନେ ଏଥିରେ ନିୟୋଜିତ ରହୁଥିଲେ। ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରୀ ବିଭାଗ କହିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login