The Ultimate Managed Hosting Platform
ADVERTISEMENT

SI ସ୍କାମ ; ବିରଞ୍ଚି ସହ ୩ ଆଶାୟୀଙ୍କୁ ସିବିଆଇ ଜେରା

Facebook
Twitter
LinkedIn

ଭୁବନେଶ୍ୱର : ଏସଆଇ ପରୀକ୍ଷା ସ୍କାମ । ସିବିଆଇ ରିମାଣ୍ଡରେ ବିରଞ୍ଚି ନାରାୟଣ ନାୟକ । ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ । ସମନ ପାଇବା ପରେ ଆଶାୟୀ ୩ ପରୀକ୍ଷାର୍ଥୀ ମଧ୍ୟ ହୋଇଛନ୍ତି ହାଜର । ବିରଞ୍ଚି ସହ ଯୋଗା ଯୋଗ କରି ଟଙ୍କା ଓ ସାର୍ଟିଫିକେଟ ଦେଇଥିଲେ ଆଶାୟୀ । ବିରଞ୍ଚି ସହ ୩ ଆଶାୟୀଙ୍କୁ ମୁହାଁମୁହିଁ ଜେରା କରୁଛି ସିବିଆଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login