The Ultimate Managed Hosting Platform
ADVERTISEMENT

ନୂଆବର୍ଷରେ ବୋର୍ଡ ନିଗମ ନିଯୁକ୍ତି !

Facebook
Twitter
LinkedIn

ଭୁବନେଶ୍ୱର : ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯ୍ଧବ ଘୋଷଣା ହେବ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଚର୍ଚ୍ଚା ଆଲୋଚନା ଓ ବିଚାରବିମର୍ଶ ଚାଲିଛି , ଠିକ ସମୟରେ ହୋଇଯିବ । ଡେଡଲାଇନ ଦେବିନି କିନ୍ତୁ ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login