ନୂଆଦିଲ୍ଲୀ : ଆଜି ମଧ୍ୟ ରାତ୍ରି ଯାଏଁ ଦିଲ୍ଲୀ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ । ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ଯାତ୍ରୀ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ । ଆଜି ଉଡାଣ ଭରିବାକୁ ଥିବା ୭୪, ପହଁଚିବାକୁ ଥିବା ୪୪ ବିମାନ ବାତିଲ । ଦେଶର ୬୫ ପ୍ରତିଶତ ଉଡାଣ ଇଣ୍ଡିଗୋରେ ହେଉଥିବାରୁ ବିମାନ ଯାତ୍ରୀ ହନ୍ତସନ୍ତ । କାଲି କେବଳ ମୁମ୍ବାଇରୁ ୧୧୮ ଇଣ୍ଡିଗୋ ବିମାନ ବାତିଲ ହୋଇଥିଲା । ଅହମ୍ମଦାବାଦରେ ମଧ୍ୟ ଏଯାବତ ୮୬ ଇଣ୍ଡିଗୋ ବିମାନ ବାତିଲ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇରେ ମଧ୍ୟ ସବୁ ଇଣ୍ଡିଗୋ ବିମାନ ବାତିଲ ।
ସେହିପରି ଇଣ୍ଡିଗୋ ଚେନ୍ନାଇ ଏୟାରପୋର୍ଟରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ବାତିଲ ହେବା ଯୋଗୁଁ ଅନ୍ୟ ଏୟାରଲାଇନର ଟିକେଟ ଦାମ୍ ଦୁଇଗୁଣା ବଢିଯାଇଛି । ଯେଉଁ ଟିକେଟ ୫-୬ ହଜାର ଟଙ୍କାରେ ମିଳୁଥିଲା, ସେ ଟିକେଟର ଦାମ୍ ୩୦-୪୦ ହଜାର ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଇଛି ।
ବେଙ୍ଗାଲୁରୁ ବିମାନ ବନ୍ଦରରେ ଉଡ଼ାଣ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।
ଦିଲ୍ଲୀର ସବୁ ଇଣ୍ଡିଗୋ ବିମାନ ବାତିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







