ମହାରାଷ୍ଟ୍ର : ଆଧାର କାର୍ଡକୁ ନେଇ ଏକ ଅପଡେଟ୍ ସାମ୍ନାକୁ ଆସିଛି । ବର୍ଥ ସାର୍ଟିଫିକେଟ୍ ଆବେଦନ କରିବା ପାଇଁ ଆଧାରକାର୍ଡର ଆବଶ୍ୟକ ପଡିବନାହିଁ । ଯୋଜନା ବିଭାଗ ଏ ସମ୍ପର୍କରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାର ଆଧାର କାର୍ଡ ସମ୍ପର୍କରେ ସମାନ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ମହାରାଷ୍ଟ୍ରରେ ବିଳମ୍ବିତ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଆଧାର କାର୍ଡ ଆଉ ଏକ ଡକ୍ୟୁମେଣ୍ଟ ଭାବରେ ବୈଧ ହେବ ନାହିଁ । କେବଳ ମହାରାଷ୍ଟ୍ରରେ ନୁହେଁ ଏହି ନିୟମ ଉତ୍ତରପ୍ରଦେଶରେ ମଧ୍ୟ ଜାରି ହୋଇଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱଙ୍କୁଲେ ଆଧାର କାର୍ଡ ବ୍ୟବହାର କରି ଜାରି କରାଯାଇଥିବା ସମସ୍ତ ସନ୍ଦିଗ୍ଧ ପ୍ରମାଣପତ୍ରକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ ଅପଡେଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







