The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ମାରି ରାସ୍ତାକଡରେ ଫିଙ୍ଗିଦେଲେ !

Facebook
Twitter
LinkedIn

ଦଶପଲ୍ଲା : ପଙ୍କୁଆ-କଳଖମଣ ରାସ୍ତାକଡରେ ଯୁବକଙ୍କ ମୃତଦେହ । ମୃତଦେହଟି ଉଦୁଡା ଗାଁ ନିକଟରେ କ୍ଷତାକ୍ତ ଅବସ୍ଥାରେ ପଡି ରହିଛି । ପାଖରେ ଏକ ହ୍ୟାଣ୍ଡ ବ୍ୟାଗ୍ ,ହେଲମେଟ ,ବାଇକ୍ ଥିବାବେଳେ ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୁହଁ ତଳକୁ କରି ପଡ଼ି ରହିଛି ଯୁବକଙ୍କ ମୃତଦେହ। କେହି ମାରି ଫିଙ୍ଗି ଦେଇଥିବା ସନେ୍ଦହ କରାଯାଉଛି । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login