ଭୁବନେଶ୍ୱର : ସୁଜାତାଙ୍କୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ । ସୁଜାତା ନେତା ନୁହଁନ୍ତି , ସେ ଆସିଲେ କଣ ହେବ । ବିଜେଡି ଆଉ ରହିବନି ତା କଥା ଆଲୋଚନା କରିକି ଲାଭ କଣ । ଦଳ ରହିଲେ ସିନା ଦାୟିତ୍ୱ ନେବେ । ବିଜେପି ହ୍ୱିସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ , ୧୨ ଫାଳ ହୋଇଯିବ । ଓଡିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ନଂକୁ ଖସିଲା ।୫୧ ଥିଲା ୫୦ ହେଲା , ବର୍ଷେ ଦୁଇ ବର୍ଷରେ ୪ କି ୫ ଥିବେ କି ନାହିଁ ।
ତେବେ ବିଜେଡି ଦଳ ପ୍ରତି ଅନେକ ନେତାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଦଳ ବିରୁଦ୍ଧରେ ସୋସିଆଲେ ମିଡିଆରେ ସେମାନେ ଅସନ୍ତୋଷ ଝାଡୁଛନ୍ତି । ଜଣଙ୍କ ପରେ ଜଣେ ବରିଷ୍ଠ ଏବେ କ୍ଷୁବ୍ଧ ହେଲେଣି ।
Views: 62











